ରାଜନଗର ବ୍ଲକରେ ୨୨ଲକ୍ଷର ଭତ୍ତା ଦୁର୍ନୀତି

ପିଇଓ ଏବଂ ଜିଆରଏସ୍‌ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସୁପାରିସ କେନ୍ଦ୍ରାପଡ଼ା: ଭତ୍ତା ଟଙ୍କା ଚଳୁ କରି ଗୁଲନଗର ପଞ୍ଚାୟତ ନିର୍ବାହୀ ଅଧିକାରୀ ଜେଲ୍‌ ଯିବା ଘଟଣାକୁ ନେଇ ଚର୍ଚ୍ଚା ଥମିନି। ଏବେ କେନ୍ଦ୍ରାପଡ଼ାର ରାଜନଗର ବ୍ଲକ୍‌ରୁ ଆଉ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଭତ୍ତା ବାବଦକୁ ଉଠାଇଥିବା ପାଖାପାଖି ୨୨ଲକ୍ଷରୁ ଅଧିକ ଟଙ୍କା ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଜିଆର୍‌ଏସ୍‌ ନ ବାଣ୍ଟି ହେରଫେର କରିଥିବା ଅଡିଟ୍‌ ଧରିଛି। କେବଳ … Continue reading ରାଜନଗର ବ୍ଲକରେ ୨୨ଲକ୍ଷର ଭତ୍ତା ଦୁର୍ନୀତି